Satya Dash Advocate Odisha High Court Cuttack Mobile 8917620458 21 January 2020
Satya Dash Advocate Odisha High Court Cuttack Mobile 8917620458 21 January 2020
Arun Behera 13 May 2025
Respected sir
ମୋ ଭଉଣୀ ର ପ୍ରେମ ବିବାହ ଅଲଗା cast ରେ କରିଛି 13 ବର୍ଷ ହେଲାଣି 5 ,6 ବର୍ଷ ଭଲରେ ରହିଲେ ଏଇ କେଇ ବର୍ଷ ହେବ ଝଗଡା ହେଇକି ମୋ ଭଉଣୀ ଆମ ଘରେ ରହୁଛି ତାର ଗୋଟେ 10 ବର୍ଷ ର ପୁଅ ଅଛି ତା ସ୍ବାମୀ ତାଙ୍କୁ ପଚାରୁନି କି କିଛି ବି ଦଉନି ଏଇ 8,10 ଦିନ ହେବ ଶୁଣିବାକୁ ପାଇଲୁ ସେ ଦ୍ଵିତୀୟ ବାହାଘର କରିଛି ଆମେ ଆମ local ଥାନା ରେ fair କଲୁ ଥାନା ଆଇଆଇସି କହୁଛନ୍ତି ଅଲଗା ଥାନା ରେ କରନ୍ତୁ
ପୁଅ ଘର -jajapur ,
Block -Bari